%16$s ହେଉଛି %17$s ଦ୍ୱାରା ପ୍ରଦତ୍ତ ଏକ ସେବା (ଏହାପରଠାରୁ "Huawei", "ଆମେ", "ଆମକୁ", କିମ୍ବା "ଆମର" ଭାବରେ ପରିଚିତ)। ଆପଣଙ୍କ ବ୍ୟକ୍ତିଗତ ସୂଚନା ଏବଂ ଗୋପନୀୟତାକୁ Huawei ଗମ୍ଭୀରତା ସହ ନେଇଥାଏ ଏବଂ ସମ୍ବନ୍ଧୀୟ ନିୟମ ଏବଂ ସ୍ଥାପିତ ଇଣ୍ଡଷ୍ଟ୍ରୀ ସୁରକ୍ଷା ମାନାଙ୍କ ଅନୁଯାୟୀ ଆପଣଙ୍କ ବ୍ଯକ୍ତିଗତ ସୂଚନାକୁ ସୁରକ୍ଷା ପ୍ରଦାନ କରିବାକୁ ଉପଯୁକ୍ତ ସୁରକ୍ଷା ପରିମାପ ନେବାକୁ ପ୍ରତିଶୃତି ବଦ୍ଧ ଅଟେ।
ଏହି ବିବୃତି ବର୍ଣ୍ଣନା କରିଥାଏ:
1 ଆମେ ଆପଣଙ୍କ ବିଷୟରେ କେଉଁ ଡାଟା ସଂଗ୍ରହ କରିଥାଉ?
2 ଆମେ ଆପଣଙ୍କ ଡାଟାର ବ୍ୟବହାର କିପରି କରିବୁ?
3 ଆମେ ଆପଣଙ୍କ ଡାଟା କେତେ ଦିନ ପର୍ଯ୍ୟନ୍ତ ଷ୍ଟୋର୍ କରିବୁ?
4 ଆମେ ଆପଣଙ୍କ ଡାଟା କିପରି ଅଂଶୀଦାର କରିବୁ?
5 ଆପଣଙ୍କ ଅଧିକାର ଏବଂ ବିକଳ୍ପଗୁଡ଼ିକ କଣ ରହିଛି?
6 କିପରି ଆମକୁ ସମ୍ପର୍କ କରିବେ?
7 ଆମେ କିପରି ଏହି ବିବୃତିକୁ ଅପଡେଟ୍ କରିବୁ?
1 ଆମେ ଆପଣଙ୍କ ବିଷୟରେ କେଉଁ ଡାଟା ସଂଗ୍ରହ କରିଥାଉ?
ଅପ୍ଟିମାଇଜର୍ର ଅଂଶ ଭାବରେ, ଏହି ବିବୃତିରେ ବର୍ଣ୍ଣିତ ହୋଇଥିବା କେବଳ ନିମ୍ନଲିଖିତ ଉଦ୍ଦେଶ୍ୟ ପାଇଁ ହିଁ ଆମେ ଆପଣଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ ଓ ବ୍ୟବହାର କରିବୁ: ବ୍ୟକ୍ତିଗତ ଡାଟା ଯେକୌଣସି ସୂଚନାକୁ ଦର୍ଶାଏ ଯାହା କି ଆପଣଙ୍କୁ ଜଣେ ଉପଯୋଗକର୍ତ୍ତା ଭାବରେ ଚିହ୍ନଟ କରିବାକୁ Huaweiକୁ ସକ୍ଷମ କରିଥାଏ।
ଆମେ ନିମ୍ନଲିଖିତ ଡାଟା ସଂଗ୍ରହ ଏବଂ ପ୍ରକ୍ରିୟା କରିବୁ:
ଆପଣଙ୍କୁ ସେବା ଯୋଗାଇବା ପାଇଁ, ଅପ୍ଟିମାଇଜର୍ ଇଣ୍ଟର୍ନେଟ୍ ଆକସେସ୍ ଆବଶ୍ୟକ କରିଥାଏ ଏବଂ ଫୋନ୍ରେ ସଂସ୍ଥାପିତ ଆପସ୍ ତାଲିକାକୁ ପଢ଼ିବା ପାଇଁ ଆପ୍ ତାଲିକା ଅନୁମତି ଆବଶ୍ୟକ କରେ ଏବଂ ଏହାଦ୍ୱାରା ଭାଇରସ୍ ସ୍କାନ୍ କରିଥାଏ।
ସିଷ୍ଟମ୍ ସେଟିଂସ୍ରୁ ଆପଣ ନିଜ ସିଷ୍ଟମ୍ ଅନୁମତିଗୁଡ଼ିକ ପରିଚାଳନା କରିପାରିବେ।
2 ଆମେ ଆପଣଙ୍କ ଡାଟାର ବ୍ୟବହାର କିପରି କରିବୁ?
ଆପଣଙ୍କୁ ଅପ୍ଟିମାଇଜର୍ ସେବାଗୁଡ଼ିକ ପ୍ରଦାନ କରିବା ପାଇଁ ଏବଂ ଚୁକ୍ତିଭିତ୍ତିକ ଦାୟୀତ୍ତ୍ୱକୁ ପୂରଣ କରିବା ପାଇଁ, Huawei ଭାଇରସ୍ ସ୍କାନ୍ ଉଦ୍ଦେଶ୍ୟରେ ଆପଣଙ୍କ ବ୍ୟକ୍ତିଗତ ଡାଟାର ପ୍ରକ୍ରିୟା ଏବଂ ବ୍ୟବହାର କରିବ:
ଡାଟା ନିମ୍ନଲିଖିତ ପରି ବ୍ୟବହାର କରାଯାଇଥାଏ:
ଆପଣ ନିମ୍ନରେ ଦିଆଯାଇଥିବା ଅନୁଚ୍ଛେଦ 5ରେ ବର୍ଣ୍ଣିତ ଏହି ପ୍ରକାରର ପ୍ରକ୍ରିୟା ଉପରେ ଆପତ୍ତି କରିପାରନ୍ତି।
3 ଆମେ ଆପଣଙ୍କ ଡାଟା କେତେ ଦିନ ପର୍ଯ୍ୟନ୍ତ ଷ୍ଟୋର୍ କରିବୁ?
ଏହି ବିବୃତିରେ ବ୍ୟାଖ୍ୟା ହୋଇଥିବା ଉଦ୍ଦେଶ୍ୟ ପାଇଁ ଆବଶ୍ୟକତାରୁ ଅଧିକ ସମୟ ପାଇଁ ଆମେ ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ପ୍ରତିଧାରଣ କରିବୁ ନାହିଁ।
ଅପ୍ଟିମାଇଜର୍ ସହିତ ଆପଣଙ୍କ ବ୍ୟକ୍ତିଗତ ଡାଟାର ନିର୍ଦ୍ଧିଷ୍ଟ ପ୍ରତିଧାରଣ ସମୟ ନିମ୍ନରେ ସେଟ୍ ହୋଇଛି:
ପ୍ରତିଧାରଣ ଅବଧି ସମାପ୍ତ ପରେ, ଆମେ ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ସମୟାନୁସାରେ ଲିଭାଇଦେବୁ କିମ୍ବା ବେନାମୀ କରିଦେବୁ, ଅନ୍ୟଥା ଆଇନ୍ ଏବଂ ନିୟମ ପାଇଁ ଆବଶ୍ୟକ ନହେଲେ।
%56$s
%57$s
%58$s
%62$s
%63$s
5 ଆପଣଙ୍କ ଅଧିକାର ଏବଂ ବିକଳ୍ପଗୁଡ଼ିକ କଣ ରହିଛି?
ନିଜ ସୂଚନା ଆକସେସ୍ ଏବଂ ବିଲୋପ କରିପାରିବା ତଥା ସୂଚନା ବ୍ୟବହାର କରାଯିବା ଉପରେ ଆପଣଙ୍କ ସହମତି ପ୍ରତ୍ୟାହାର କରିପାରିବାର ଅଧିକାର ଆପଣଙ୍କର ରହିଛି। ଯଦି ଅଧିକାର ଅନୁଯାୟୀ ଡାଟା ବିଷୟରେ ଆପଣଙ୍କ କୌଣସି ପ୍ରଶ୍ନ, ମନ୍ତବ୍ୟ, କିମ୍ବା ପରାମର୍ଶ ଥାଏ, ଦୟାକରି ଆମକୁ ଏହି ବିବୃତିରେ ଅନୁଚ୍ଛେଦ 6ରେ ପ୍ରଦତ୍ତ ଯୋଗାଯୋଗ ସୂଚନା ବ୍ୟବହାର କରି ସମ୍ପର୍କ କରନ୍ତୁ ଏବଂ ଆପଣଙ୍କ ଅଧିକାର ପ୍ରୟୋଗ କରନ୍ତୁ। Huawei ଉପଯୋଗକର୍ତ୍ତାଙ୍କ ବ୍ୟବସାୟ ଗୋପନୀୟତା ବିବୃତିକୁ ଅନୁସରଣ କରି ମଧ୍ୟ ଆପଣ ଅଧିକ ଜାଣିପାରିବେ।
6 କିପରି ଆମକୁ ସମ୍ପର୍କ କରିବେ?
ଯଦି ଆପଣଙ୍କୁ ଗୋପନୀୟତା ଅଧିକାରକୁ ବ୍ୟବହାର କରିବାକୁ, ଅଭିଯୋଗ ଦାଖଲ କରିବାକୁ, କିମ୍ବା ଗୋପନୀୟତା ସୁରକ୍ଷା ବିଷୟରେ ଆମର ଡାଟା ସୁରକ୍ଷା ଅଧିକାରୀ (DPO)ଙ୍କ ସହିତ ପରାମର୍ଶ କରିବାକୁ ଆବଶ୍ୟକ ହେବ, ତେବେ ଦୟାକରି ଆମ %55$s ପୃଷ୍ଠାକୁ ପରିଦର୍ଶନ କରନ୍ତୁ।
ଯଦି ଆପଣ EU/EEA ସ୍ଥିତ ଜଣେ ଉପଯୋଗକର୍ତ୍ତା, ତେବେ ଆପଣ ଆମର ସମର୍ପିତ ପ୍ରତିନିଧି Huawei Technologies Düsseldorf GmbHଙ୍କ ସହ consumer_privacy_eu@huawei.comରେ ସମ୍ପର୍କ କରିପାରିବେ। ଠିକଣା ହେଉଛି Hansaallee 205, 40549 Düsseldorf, ଜର୍ମାନୀ।
ଆମର ଠିକଣା: Huawei Device Co., Ltd., ନଂ. 2 ଶିନଚେଙ୍ଗ ରୋଡ୍, ସୋଙ୍ଗଶାନ୍ ଲେକ୍ ଜୋନ୍, ଡୋଙ୍ଗଗୁଆନ୍, ଗୁଆଙ୍ଗଡୋଙ୍ଗ ପ୍ରଦେଶ, ଚୀନ୍। ZIP କୋଡ୍: 523808. ଏକୀକୃତ ସାମାଜିକ କ୍ରେଡିଟ୍ କୋଡ୍: 914419000585344943.
ଯଦି ଆପଣ ବିଶ୍ୱାସ କରନ୍ତି ଯେ କି Huawei ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ଏହି ବିବୃତି କିମ୍ବା ଲାଗୁ ଡାଟା ସୁରକ୍ଷା ନିୟମର ଅନୁସାରେ ପ୍ରକ୍ରିୟା କରୁ ନାହିଁ, ତେବେ ଆପଣ ନିଜ ଦେଶ/ଅଞ୍ଚଳରେ ସ୍ଥାନୀୟ ଡାଟା ସୁରକ୍ଷା କର୍ତ୍ତୃପକ୍ଷ, କିମ୍ବା ଚୀନ୍ର ସାଇବରସ୍ପେସ୍ ପ୍ରଶାସନ ପାଖରେ ଅଭିଯୋଗ ଦାଖଲ କରିପାରନ୍ତି।
7 ଆମେ କିପରି ଏହି ବିବୃତିକୁ ଅପଡେଟ୍ କରିବୁ?
ଆମେ ଆପଣଙ୍କୁ ଏହି ବିବୃତିର ନୂତନମତ ସଂସ୍କରଣକୁ ନିୟମିତ ଭାବେ ଆପ୍ ସେଟିଂସ୍ରେ ଦେଖିବା ପାଇଁ ପରାମର୍ଶ ଦେଇଥାଉ ଯେହେତୁ ଆମେ ହୁଏତଃ ସମୟ ସମୟରେ ଏହାକୁ ଅପଡେଟ୍ କରିପାରୁ। ଏହି ଇଭେଣ୍ଟରେ ଭୌତିକ ପରିବର୍ତ୍ତନ ହେବା ପରିସ୍ଥିତିରେ, ଆମେ ଆପଣଙ୍କୁ ପରିବର୍ତ୍ତନର ପ୍ରକୃତି ଉପରେ ଆଧାର କରି ବିଜ୍ଞପ୍ତି ସଂଳାପ, ପୁଶ୍ ବାର୍ତ୍ତା, ଇମେଲ୍, ଏବଂ ସେହିପରି ମାଧ୍ୟମମରେ ସୂଚିତ କରିବୁ।
ମହତ୍ତ୍ୱପୂର୍ଣ୍ଣ: ଏହି ଗୋପନୀୟତା ବିବୃତି ହେଉଛି ଅପ୍ଟିମାଇଜର୍ର ଏକ ଗୋପନୀୟତା ପ୍ରତିବଦ୍ଧତା। ଅଧିକ ସୂଚନା ପାଇଁ, ଦୟାକରି %54$sକୁ ପଢ଼ନ୍ତୁ।